Friday, April 3, 2026
27 C
Odisha

    ହିନ୍ଦୁଧର୍ମରେ ଅମାବାସ୍ୟାରେ କ’ଣ ଅକରଣୀୟ

    ଆଗକୁ ପଢନ୍ତୁ

    ପୂର୍ଣ୍ଣିମା ଓ ଅମାବାସ୍ୟା ପ୍ରତ୍ୟେକ ମାସରେ ଥରେ ଆସେ। ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅନ୍ତିମ ତିଥିକୁ ଅମାବାସ୍ୟା କୁହାଯାଏ। ଏହିଦିନ ଚନ୍ଦ୍ର ଦୃଶ୍ୟମାନ ହୋଇ ନ ଥାନ୍ତି। ତେଣୁ ଏହି ଦିନ କିଛି କାମ କରିବା ଶାସ୍ତ୍ର ସମ୍ମତ ନୁହେଁ।

    ଏହିଦିନ ଆମିଷ ଓ ମଦ୍ୟପାନ କରିବା ଅନୁଚିତ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଦିଏ।
    ସେହିପରି ପିଆଜ, ରସୁଣ ଖାଇବା ମଧ୍ୟ ମନା। କେବଳ ଏତିକି ନୁହେଁ, ଏହିଦିନ କେଶ ତଥା ଦାଢ଼ି କାଟିବା ମଧ୍ୟ ମନା। ଏହି କାମ କରିବା ଦ୍ୱାରା ପିତୃପୁରୁଷ କ୍ରୋଧିତ ହୁଅନ୍ତି।
    ଏହାବାଦ୍‌ କେଶ ସଫା କରିବା ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
    ଧାର୍ମିକ ମାନ୍ୟତାନୁସାରେ, ଏହିଦିନ କଳି-ଝଗଡ଼ାରୁ ଦୂରେଇ ରହିବା ଆବଶ୍ୟକ।
    ସେହିପରି ଏହିଦିନ ଝାଡ଼ୁ କିଣିବା ମନା। ଏଭଳି କଲେ ଲକ୍ଷ୍ମୀ ମା’ କ୍ରୋଧ ପ୍ରକଟ କରନ୍ତି।
    ଏହିଦନିରେ ମୁଣ୍ଡନ ଓ ଗୃହପ୍ରବେଶ ଭଳି ଶୁଭ କାମ କରିବାକୁ ବାରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ