Thursday, March 19, 2026
21 C
Odisha

    ହୋଲିରେ ଭୁବନେଶ୍ୱରରେ ଡବଲ ମର୍ଡର, ପୋଲିସ ତଦନ୍ତ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ହୋଲିରେ ଗଡ଼ିଲା ଦୁଇଟି ମୁଣ୍ଡ । ସହିଦନଗର ଥାନା ଶାନ୍ତି ପଲ୍ଲୀ ବସ୍ତିରେ ଘଟିଛି ଏକ ହତ୍ୟାକାଣ୍ଡ । ହୋଲି ଖେଳକୁ ନେଇ ବଚସା ଓ ତା ପରେ ଚାରି ଜଣ ଛୁରୀରେ ହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ କରୁଛି । ସେହିପରି ମଞ୍ଚେଶ୍ୱର୍ ସମେଇଗଡିଆ ଅଞ୍ଚଳରେ ହୋଇଛି ଆଉ ଏକ ହତ୍ୟାକାଣ୍ଡ। ମୃତକ ହେଲେ ସମେଇଗଡିଆର ଅଂଶୁମାନ ପତି । ପୋଲିସ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ