Monday, September 14, 2026
25.9 C
Odisha

    ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ FIR, କଟକ ମହିଳା ଥାନାରେ ଏତଲା

    ଆଗକୁ ପଢନ୍ତୁ

    କଟକ : ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ FIR । ଷ୍ଟେଟ ହୁମାନ ରାଇଟ କାଉନସିଲ ପକ୍ଷରୁ କଟକ ମହିଳା ଥାନାରେ ଏତଲା । ହ୍ୟୁମାନ ସାଗରଙ୍କ ମୃତ ବେଳେ ତାଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ମ୍ୟାନେଜର ଦିନେଶ ବେହେରା । ଯାହାକୁ ବିରୋଧ କରିଛନ୍ତି ଷ୍ଟେଟ ହୁମାନ ରାଇଟ କାଉନସିଲ ।

    ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଓ ଅର୍ପିତା ଚୌଧୁରୀଙ୍କୁ ନେଇ ବଢିଲା ରହସ୍ୟ ।  ଆଇସିୟୁ ଓ ଶେଷ ଦର୍ଶନ ବେଳେ ଅର୍ପିତା କଣ ପାଇଁ ମାସ୍କ ପିନ୍ଧି ଯାଇଥିଲେ ବୋଲି ପ୍ରଶ୍ନ ଉଠିଛି ।  ବରିଷ୍ଠ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ଏହାସହ ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି ।  ଦୁଇ ମ୍ୟାନେଜର ଓ ପୁରା ଟିମ୍ ସନ୍ଦେହ ଘେରରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ