Wednesday, April 1, 2026
35.5 C
Odisha

    ୦.୨୫% କମିଲା ରେପୋରେଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରେପୋ ରେଟ୍ ହ୍ରାସ କରିଛି। ତୁରନ୍ତ ପ୍ରଭାବ ସହିତ ରେପୋ ରେଟ୍‌ ୦.୨୫% କମାଇଛି ଆରବିଆଇ। ୦.୨୫% କମିବା ପରେ ରେପୋ ରେଟ୍‌ ୬%ରେ ରହିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ‘‘ମୁଦ୍ରା ନୀତି କମିଟି(ଏମପିସି) ସର୍ବସମ୍ମତିକ୍ରମେ ପଲିସି ରେପୋ ରେଟ୍‌କୁ ତୁରନ୍ତ ପ୍ରଭାବ ସହ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬% କରିବାକୁ ମତଦାନ କରିଛି।’’ ଏହି ଅବସରରେ ଗଭର୍ଣ୍ଣର ବିଶ୍ୱ ବିକାଶ ପାଇଁ ନୂତନ ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ