Monday, September 28, 2026
24.7 C
Odisha

    ୧୦ ଦଫା ଦାବି ନେଇ ରାଜରାସ୍ତାରେ ଅଲ୍ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ୧୦ ଦଫା ଦାବି ନେଇ ରାଜରାସ୍ତା ରେ ଅଲ୍ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ ।  ମୁଖ୍ୟ ଦାବି ଗୁଡ଼ା ହେଲା ଆଶା କର୍ମୀମାନେ ସ୍ଥାୟୀ ନିଯୁକ୍ତି, ମାସିକ ୧୮ ହଜାର ଟଙ୍କା ପାରିଶ୍ରମିକ, ଅବସର କାଳୀନ ସହାୟତା ବୃଦ୍ଧି, ପେନସନ୍‌, EPF ଓ ESI ସୁବିଧା ସହ ବିଭିନ୍ନ ଦାବି ଉଠାଇଛନ୍ତି ।  ଏହାସହ ପ୍ରୋତ୍ସାହନ ରାଶି ଦ୍ବିଗୁଣ କରିବା, ସମୟମତେ ଦେୟ ପ୍ରଦାନ, ଅବସର ବୟସ ୬୫ ବର୍ଷ କରିବା ଓ ସରକାରୀ କଲ୍ୟାଣ ଯୋଜନାରେ ଅଗ୍ରାଧିକାର ଦେବା ଦାବି ମଧ୍ୟ କରାଯାଇଛି  ।  ଦୀର୍ଘଦିନ ଧରି କାମ କରୁଥିବା ସତ୍ତ୍ୱେ ଯଥେଷ୍ଟ ସୁବିଧା ନମିଳୁଥିବାରୁ ସରକାର ଶୀଘ୍ର ଦାବିଗୁଡ଼ିକୁ ବିଚାର କରି ସମାଧାନ କରିବାକୁ ଆଶା କର୍ମୀମାନେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ