Friday, April 3, 2026
36.1 C
Odisha

    ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    ବାସୁଦେବପୁର : ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ ।  ବ୍ରାହ୍ମଣୀ ଗାଁ ଛକରେ କାବୁକଲା ଭିଜିଲାନ୍ସ ଟିମ ।  ବାସୁଦେବପୁର ବ୍ଲକ ଏଡ଼ତାଳ ପଂଚାୟତର ଏକ ପୋଖରୀ ପୁନରୁଦ୍ଧାର ଓ ମାର୍କେଟ କମ୍ପ୍ଲେକ୍ସ ବିଲ କରାଇ ଦେବାକୁ କହି ସ୍ଥାନୀୟ ଯୁବକ ଠାରୁ ହାତ ଗୁଞ୍ଜା ନେଉଥିଲେ । ସବୁ ସମୟରେ କାମରେ ବିଲ କରାଇ ଦେବାକୁ କହି ଲାଞ୍ଚ ମାଗୁଥିଲେ ।  ଆଜି ସେହି ବିଲ କରାଇ ଦେବାକୁ କହି 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ ଉକ୍ତ କନିଷ୍ଠ ଯନ୍ତ୍ରୀ ।  କନିଷ୍ଠ ଯନ୍ତ୍ରୀ  ଅଶୋକ କୁମାର ଦାସଙ୍କୁ ଭିଜିଲାନ୍ସ ଟିମ ଧରି ବ୍ଲକକୁ ଆଣି ତଦନ୍ତ ଚଳାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ