Friday, October 9, 2026
28.3 C
Odisha

    ୨୦୨୬ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା; ନାଭି ପିଲେଙ୍କୁ ମିଳିବ ସମ୍ମାନ

    ଆଗକୁ ପଢନ୍ତୁ

    ଦକ୍ଷିଣଆଫ୍ରିକା: ୨୦୨୬ ମସିହା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ଆଇନଜ୍ଞ ନାଭି ପିଲେଙ୍କୁ ଏହି ପୁରସ୍କାର ମିଳିବ ବୋଲି ସୂଚନା ଦିଆଯାଇଛି। ଅନ୍ତର୍ଜାତୀୟ ଆଇନ୍‌କୁ ପ୍ରୋତ୍ସାହନ ଦେବା ସହ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ।

    ନାଭି ପିଲେ ଦକ୍ଷିଣ ଆଫ୍ରିକାର ଜଣେ ପ୍ରତିଷ୍ଠିତ ଆଇନଜ୍ଞ। ସେ ଏକ ତାମିଲ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ତାଙ୍କର ଏହି ସଫଳତାକୁ ନେଇ ଭାରତୀୟଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ