Tuesday, April 7, 2026
27.6 C
Odisha

    ୩ ଦିନ ଧରି ହୋଇଥାଏ ବାବା ସିଦ୍ଧେଶ୍ବରଙ୍କ ମେଳା

    ଆଗକୁ ପଢନ୍ତୁ

    ହିନ୍ଦୋଳ: ଏ ହେଉଛି ଢେଙ୍କାନାଳ ଜିଲ୍ଲାର ଠୋକର ଗାଁରେ ଥିବା ବାବା ସିଦ୍ଧେଶ୍ବର ପୀଠ । ହିନ୍ଦୋଳର ଲଦାଗଡ ସିଦ୍ଧପିଠର ଅନେକ ଏୈତିହ୍ୟ ଓ ପ୍ରାଚୀନ ପରମ୍ପରାର ଛାପା ଲାଗିଥିବା ବେଳେ ଏଠାକାର ୨୨ ଏକର ପରିମିତ ଗୋଟିଏ କଳାମୁଗୁନି ପଥର ଉପରେ ରହିଥିବା ବାବାଙ୍କ ପୀଠରେ ଅନେକ ଐହିହ୍ୟ ରହିଛି । ଏଠାରେ ମାମୁଁ ଭଣଜା ପଥର , ସୀତା ଏନ୍ତୁଡିଶାଳ , ହନୁମାନ ବାଟିକା ଦେଖିବାକୁ ମିଳିଥାଏ ।

    ଏହି ୩ ଦିନର ମେଳାରେ ଚଟପଟି ଖାଦ୍ୟ ସାଙ୍ଗକୁ ଘରକରଣା ଜିନିଷ କିଣିବାକୁ ଲୋକମାନେ ଭିଡ ଲଗାଇଥାନ୍ତି । ପିଲାମାନଙ୍କ ପାଇଁ ଖେଳର ବ୍ୟବସ୍ଥା ମଧ୍ୟ ରହିଛି । ଏବେ ଏହି ମେଳା ପରିବର୍ତନ ହୋଇ ଚଳିତବର୍ଷ ଚାଳିଶି ତମ ମହୋତ୍ସବରେ ପରିଣତ ହୋଇଛି । ଲଦାଗଡ ଐତିହ୍ୟକୁ ବଞ୍ଚାଇବାକୁ ହେଲେ ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେବା ଜରୁରୀ କହିଛନ୍ତି ସ୍ଥାନୀୟ ଲୋକେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ