Tuesday, October 6, 2026
23.8 C
Odisha

    ୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ,ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ । ଫଳରେ ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ SLSWCAର ୧୪୦ତମ ବୈଠକରେ ୨୫ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ।

    ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ହେବ ପ୍ରକଳ୍ପ। ଟେକ୍ସଟାଇଲ, ଇସ୍ପାତ, କେମିକାଲ୍ସ ,ଆଇଟି ଆଦି ପ୍ରମୁଖ କ୍ଷେତ୍ରରେ ମଧ୍ୟ ନିବେଶ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ