Wednesday, July 29, 2026
24 C
Odisha

    ଡମ୍ପରରେ ଧକ୍କା ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ୧୧ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର

    ଆଗକୁ ପଢନ୍ତୁ

    ମଧ୍ୟ ପ୍ରଦେଶ ଗୁନାରେ ଭୀଷଣ ଦୁର୍ଘଟଣା । ଏକ ଡମ୍ପର ସହ ଧକ୍କା ହୋଇ ଯାତ୍ରୀବାହୀ ବସରେ ନିଆଁ ଲାଗିବାରୁ ଜୀବନ୍ତ ପୋଡି ଚାଲିଗଲା ୧୧ ଯତ୍ରୀଙ୍କ ଜୀବନ । ପାଖାପାଖି ୧୪ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛିlସୂଚନା ମୁତାବକ. ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସଟି ଗୁନାରୁ ଆରୋନ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ ଖବର ପାଇ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    96 %
    2.1kmh
    99 %
    Wed
    25 °
    Thu
    30 °
    Fri
    30 °
    Sat
    29 °
    Sun
    31 °

    ସମ୍ବନ୍ଧିତ