Sunday, August 2, 2026
29.7 C
Odisha

    ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣ ସୁସ୍ଥ ହୋଇ ଫେରିଲେ,ଏବେ ବି ଆଉ ୧୭ଜଣ ଚିକିତ୍ସାଧୀନ

    ଆଗକୁ ପଢନ୍ତୁ

    ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୭ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୂର୍ବରୁ ୬ଜଣ ଡିସଚାର୍ଜ ହୋଇସାରିଛନ୍ତି । ଆଜି ସୁସ୍ଥ ହୋଇ ଫେରିଛନ୍ତି ସେମାନେ ହେଲେ ବଳରାମ ଦାସ, ଓ ମନମୋହନ ବେହେରା । ତେବେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.7kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ