Tuesday, October 6, 2026
31.6 C
Odisha

    ବାର୍‌ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍‌ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେହିଭଳି ଅନୁଗୁଳ ଜିଲ୍ଲା ତାଳଚେରରେ ଗୁରୁବାର ଭୋର୍ ସମୟରେ ଘରେ ବାର୍‌ହା ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଛି। ବାର୍‌ହାର ଅତର୍କିତ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

    ସୂଚନାଯୋଗ୍ୟ, ଶିଳ୍ପାୟନ ଯୋଗୁ ଜଙ୍ଗଲ ହ୍ରାସ ଘଟୁଥିବାରୁ ବନ୍ୟପ୍ରାଣୀ ବହୁ ସମୟରେ ଜନବସତି ମୁହାଁ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ