Wednesday, August 19, 2026
28.3 C
Odisha

    କୋରାପୁଟରେ ଅଜଣା ରୋଗ ଆତଙ୍କ; ଗଲାଣି ୪ ଶିଶୁଙ୍କ ଜୀବନ

    ଆଗକୁ ପଢନ୍ତୁ

    କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଅଜଣା ରୋଗ ଆତଙ୍କ। ସପ୍ତାହକ ମଧ୍ୟରେ ଗଲାଣି ୪ ଜଣ ଶିଶୁଙ୍କର ଜୀବନ। ୭ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

    ମୃତ ଶିଶୁଙ୍କ ମଧ୍ୟରେ ଗତିଗୁଡ଼ା ଗାଁର ୩ ଜଣ ହୋଇଥିବା ବେଳେ  ୱାଡ଼ାଝୋଲା ଗାଁର ଜଣେ ହୋଇଥିବା ଜଣାଯାଇଛି। ଏହି ସମସ୍ତ ଶିଶୁଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ଅନ୍ୟ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    81 %
    4.6kmh
    81 %
    Wed
    29 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ