Thursday, April 9, 2026
36.2 C
Odisha

    40 ବର୍ଷ ପରେ ମୁକ୍ତିଲାଭ କରିବ ସ୍ବର୍ଗତ ସ୍ବରୂପ ନାୟକଙ୍କ ଭଜନ

    ଆଗକୁ ପଢନ୍ତୁ

    ଆସନ୍ତା ସୋମବାର ଶ୍ରୀରାମଚନ୍ଦ୍ର ଭବନରେ ସନ୍ଧ୍ୟା ୬ଟା ବେଳେ ନିଭୃତି ନାୟକ ଓ ନିଦ୍ରା ନାୟକଙ୍କ ପ୍ରୟାସରେ ସ୍ଵର୍ଗତଃ ସ୍ୱରୂପ ନାୟକଙ୍କ “ଭଜନ ତୃଷ୍ଣାର” ଶୁଭ ଉନ୍ମାଚନ ହେବ। ଦୀର୍ଘ 40 ବର୍ଷ ତଳେ ଭଜନ ତୃଷ୍ଣାର ଆଲବମକୁ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ଏହା ମୁକ୍ତିଲାଭ କରିପାରି ନଥିଲା। ଏହି ଶୁଭ ଉନ୍ମାଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି।
    ସୂଚନାଥାଉକି, ୮ ଫେବୃୟାରୀ ୧୯୪୭ରେ କଟକ ଜିଲ୍ଲାରେ ଶ୍ରୀ ସ୍ୱରୂପ ନାୟକ ଜନ୍ମ ଗ୍ରହଣ କରିଥିଲେ। ୨୭ ଅକ୍ଟୋବର ୨୦୨୩ରେ ପ୍ରାଣତ୍ୟାଗ କରିଥିଲେ। ସେ ଏକାଧାରରେ ଗୀତିକାର ଓ ଅଭିନେତା ଥିଲେ । ତାଙ୍କର ଅଭିନୟ ଓଡିଶାବାସୀଙ୍କ ହୃଦୟରେ ଆଜି ବି ସ୍ୱତନ୍ତ୍ର ସ୍ଥାନ କରିଛି। ଆଜିବି ପ୍ରତ୍ୟେକ ଲୋକ ସ୍ପର୍ଗତଃ ନାୟକଙ୍କ ଅଭିନୟକୁ ଝୁରଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ