Monday, May 18, 2026
40.9 C
Odisha

    କୁଏତ୍ ଅଗ୍ନିକାଣ୍ଡ: ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୁଏତରେ ଘଟିଥିବା ବିଲ୍ଡିଂ ଅଗ୍ନିକାଣ୍ଡରେ ପୂର୍ବରୁ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିଲେ । ଆଜି ସକାଳ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୋଠାରି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡ ପାଇଁ କୁଏତ୍ ସରକାର ରିଅଲ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଥିଲେ । ୧୫ ଜଣଙ୍କର ଅବସ୍ଥା ଗୁରୁତର ଥିବା ରିପୋର୍ଟରେ କୁହାଯାଇଥିଲା । କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତେବେ ଏହା ମଧ୍ୟରେ କୁଏତ୍ ଅଗ୍ନିକାଣ୍ଡକୁ ନେଇ ଆସିଛି ବଡ଼ ଖବର । ଏହି ଅଗ୍ନିକାଣ୍ଡର ମୃତକଙ୍କ ସଂଖ୍ୟା ଏହା ମଧ୍ୟରେ ୪୦କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି । ଆଗକୁ ମଧ୍ୟ ମୃତକ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.9 ° C
    40.9 °
    40.9 °
    20 %
    1.2kmh
    83 %
    Mon
    43 °
    Tue
    43 °
    Wed
    46 °
    Thu
    45 °
    Fri
    45 °

    ସମ୍ବନ୍ଧିତ