Friday, July 10, 2026
25.6 C
Odisha

    ନାଳରେ ଖସିପଡିଲା କାର୍, ଅକାଳରେ ଚାଲିଗଲା ୬ ଜୀବନ

    ଆଗକୁ ପଢନ୍ତୁ

    କାନପୁର ଦେହାତ୍ ଜଗନ୍ନାଥପୁର ଗାଁ ନିକଟରେ ଭୀଷଣ ଦୁର୍ଘଟଣା । ଗୋଟିଏ ପରିବାର ଏକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ଫେରୁଥିବାବେଳେ ଏକ ଗଭୀର ନାଳକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡିଛି । ସମସ୍ତ ମୃତକ ଡେରାପୁର ଶିରୋଜପୁରର ବାସିନ୍ଦା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    2.4kmh
    100 %
    Thu
    25 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ