Tuesday, February 24, 2026
26.2 C
Odisha

    ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାରକୋଟ୍ ଠାରେ ୭୫ତମ ବନ ମହୋତ୍ସବ ପାଳିତ

    ଆଗକୁ ପଢନ୍ତୁ

    ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାରକୋଟ ଠାରେ ୭୫ତମ ବନ ମହୋତ୍ସବ ପାଳିତ । ୭୫ ତମ ଏହି ବନ ମହୋତ୍ସବର ଅଧ୍ୟକ୍ଷତା କରିଥିଲେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଳାଷ ବାନାର୍ଜୀ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓ ଯୋଗଦେବା ସହ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏବଂ ଆଗାମୀ ଦିନରେ ଜଣେ ଜଣେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତା’ର ଯତ୍ନ ନେବାପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବନ ଅଧିକାରୀଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ଗଛ ଲଗାଇଥିଲେ । ଏଥିରେ ଦେବଗଡ଼ ଜିଲ୍ଲା ଉପ ବନ ସଂରକ୍ଷକ ଅରୁଣ କୁମାର ବେହେରା ବାରକୋଟ୍ ବନାଞ୍ଚଳ ଅଧିକାରୀ ଚିତ୍ତରଞ୍ଜନ ପୁରୋହିତ ତଥା ଅନ୍ୟାନ୍ୟ ବନାଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    37 %
    2.1kmh
    100 %
    Tue
    26 °
    Wed
    34 °
    Thu
    34 °
    Fri
    35 °
    Sat
    37 °

    ସମ୍ବନ୍ଧିତ