Sunday, October 4, 2026
28.6 C
Odisha

    ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଏହା ମୋଦୀଙ୍କ ପ୍ରଥମ ରୁଷ ଗସ୍ତ

    ଆଗକୁ ପଢନ୍ତୁ

    ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଏହା ମୋଦୀଙ୍କ ପ୍ରଥମ ରୁଷ ଗସ୍ତ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ପାରସ୍ପରିକ ସ୍ବାର୍ଥ ଉପରେ ମଧ୍ୟ ଆଲୋଚନା କରାଯିବ। ପ୍ରାୟ ୩ ବର୍ଷ ବ୍ୟବଧାନ ପରେ ମୋଦୀଙ୍କ ଏହି ଗସ୍ତ ଏବଂ ପୁଟିନଙ୍କ ସହ ଆଲୋଚନା ବେଶ୍ ଗୁରୁତ୍ବବହନ କରୁଛି । ଏଥି ସହ ପୁଟିନଙ୍କ ନିମନ୍ତ୍ରଣ କ୍ରମେ ୨୨ ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିନଳୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ । ମସ୍କୋରେ ପହଂଚିବା ପରେ ପୁଟିନଙ୍କ ସହ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରୁଷରେ ଥିବା ଭାରତୀୟ ସମୁଦାୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ରୁଷରୁ ଅଷ୍ଟ୍ରିଆ ଅଭିମୁଖେ ଯାତ୍ରା କରିବେ ନରେନ୍ଦ୍ର ମୋଦି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ