Saturday, March 21, 2026
19.7 C
Odisha

    ସୁନାବେଶ ପାଇଁ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ

    ଆଗକୁ ପଢନ୍ତୁ

    ତୀର୍ଥଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥର ପଦକ୍ଷେପ । ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ୍
    ପୁରୀକୁ ସହଜରେ ଆସିପାରିବେ । ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲାଯାଇଛି।
    କେଉଁଠୁ କେଉଁଠିକୁ
    ପାରାଦୀପ ପୁରୀ
    ଅନୁଗୁଳ ପୁରୀ
    ଭଦ୍ରକ ପୁରୀ
    ଜୁନାଗଡ଼ ରୋଡ ପୁରୀ
    ଖୋର୍ଦ୍ଧାରୋଡ ପୁରୀ
    ଦଶପଲ୍ଲା ପୁରୀ
    ସୋମପେଟା ପୁରୀ
    ପଲାସା ପୁରୀ
    କେନ୍ଦୁଝରଗଡ଼ ପୁରୀ
    ଗୁଣପୁର ପୁରୀ
    ଜଗଦଲପୁର ପୁରୀ
    ସୋନପୁର ପୁରୀ
    ସମ୍ୱଲପୁର ପୁରୀ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ