Monday, June 22, 2026
37.1 C
Odisha

    ୮ ବାଇକ ଓ ୭ ମୋବାଇଲ ଫୋନ୍ ଜବତ, ୩ ଲୁଟେରା ଗିରଫ

    ଆଗକୁ ପଢନ୍ତୁ

    ଦେବଗଡ଼ : ଦେବଗଡ଼ ରିଆମାଳ ପୋଲିସକୁ ବଡ଼ ସଫଳତା । ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗ ଠାବ । ୩ ଲୁଟେରା ଗିରଫ । ଗିରଫ ସମସ୍ତ ଅଭିଯୁକ୍ତ ଫୁଲସରନାଳୀ ଗାଁର । ଅଭିଯୁକ୍ତଙ୍କ ଠାରୁ ୮ ବାଇକ ଓ ୭ ମୋବାଇଲ ଫୋନ୍ ଜବତ କରିଛି ପୋଲିସ। ଗତ ୧୪ ତାରିଖରେ ରିଆମାଳ କୀର୍ତନପାଲି ଗାଁରେ ବାଇକ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

    କିଛି ଦିନ ପୂର୍ବରୁ ରିଆମାଳ ଓ କୁଣ୍ଢେଇଗୋଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକର ସନ୍ଧାନ ପାଇଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ଦେବଗଡ, ଅନଗୁଳ, ସମ୍ୱଲପୁର ଓ ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳରୁ ବାଇକ ଚୋରିଥିଲେ । ଉଦ୍ଧାର ହୋଇଥିବା ବାଇକ ଓ ମୋବାଇଲ ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    5.5kmh
    90 %
    Mon
    37 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ