Monday, June 22, 2026
36 C
Odisha

    ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର, ଜଙ୍ଗଲରେ ଛଡ଼ାଗଲା

    ଆଗକୁ ପଢନ୍ତୁ

    ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା ବାଲିପଟା ଗ୍ରାମର ହେମନ୍ତ  ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ଏକ ଅଜଗର  | ଅଜଗରଟି ଦୁଇଟି କୁକୁଡ଼ା ଗିଳିଦେଇଥିଲା  | ହେମନ୍ତ ଓ ଗ୍ରାମବାସୀ ପ୍ରଥମେ ଜରପଡା ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ  | ବନବିଭାଗ ପହଂଚିବାରେ ବିଳମ୍ବ ହେବାରୁ ସର୍ପ ମିତ୍ର ଆଦିତ୍ୟଙ୍କ ସହ ଯୋଗାଯୋଗ କରିଥିଲେ | ସର୍ପମିତ୍ର ଆଦିତ୍ୟ ବେହେରା ଓ ତାଙ୍କ ସାଥି ଅଜଗରକୁ ଉଦ୍ଧାର  କରି ନିକଟସ୍ତ ଜଙ୍ଗଲରେ ଛାଡିଥିଲେ | ୮ ଫୁଟ ଲମ୍ବର  ଅଜଗର ସାପକୁ ଅତି ସତର୍କତାର ସହ ଉଦ୍ଧାର କରିଥିଲେ ସର୍ପ ମିତ୍ର ଓ ତାଙ୍କ ସାଥି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    34 %
    4kmh
    62 %
    Mon
    35 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ