Thursday, June 11, 2026
32.8 C
Odisha

    ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଏଫଆଇଆର ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଏଫଆଇଆର ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା । ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଦୁଇ କଂଗ୍ରେସ ନେତାଙ୍କ ନାଁ ନେଇ ବିବାଦୀୟ ପୋଷ୍ଟ କରିଥିଲେ । ନିଜ ଫେସବୁକ ପୋଷ୍ଟରେ ଦୁଇ କଂଗ୍ରେସ ନେତାଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇଙ୍କୁ ଅପିଲ କରିଥିଲେ । ଏନେଇ ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଥିଲା ରାଜ୍ୟ ଛାତ୍ର କଂଗ୍ରେସ । ତୁରନ୍ତ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଗିରଫ ଦାବି କରିଥିଲେ । ପୋଷ୍ଟ ନେଇ ଝଡ଼ ସୃଷ୍ଟି ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ବୁଦ୍ଧାଦିତ୍ୟ । କହିଛନ୍ତି କାହାକୁ ଟାଗେର୍ଟ ଏବଂ ଆକ୍ଷେପ ମୋର ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.8 ° C
    32.8 °
    32.8 °
    40 %
    3.7kmh
    49 %
    Thu
    34 °
    Fri
    41 °
    Sat
    40 °
    Sun
    41 °
    Mon
    43 °

    ସମ୍ବନ୍ଧିତ