Saturday, March 28, 2026
31.6 C
Odisha

    ଇରାନର ୮୫ ଠିକଣାରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶନିବାର ସକାଳେ ଇରାକ ଏବଂ ସିରିଆରେ ଥିବା ଇରାନର ୮୫ ଠିକଣା ଉପରେ ଆମେରିକା ଆକ୍ରମଣ କରିଛି। ଆମେରିକା ଆକ୍ରମଣରେ ଇରାକର ୧୬ ଜଣ ଏବଂ ସିରିୟାର ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ ସାମିଲ ଅଛନ୍ତି। ଏହି ଆକ୍ରମଣ ଦ୍ବାରା ଆମେରିକା ତିନି ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ସକାଳେ ମାତ୍ର ୩୦ ମିନିଟ ମଧ୍ୟରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ (ଆଇଆରଜିସି)ର ସିରିୟା ସ୍ଥିତ ୪ ଏବଂ ଇରାକର ୩ ଠିକଣାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହା ସହିତ ଆଇଆରଜିସି ସମର୍ଥିତ ମିଲିସିଆ ଗୋଷ୍ଠୀର ୮୫ ଠିକଣାରେ ଏୟାର ଷ୍ଟ୍ରାଇକ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.6 ° C
    31.6 °
    31.6 °
    21 %
    1.9kmh
    61 %
    Sat
    33 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ