Tuesday, March 3, 2026
33.9 C
Odisha

    ଆରାବଳୀ ମାମଲା ,: ନିଜ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆରାବଳୀ ପର୍ବତମାଳକୁ ନେଇ ବିବାଦ ଚାଲିଥିବା ବେଳେ, ସୁପ୍ରିମକୋର୍ଟ ସୋମବାର ନଭେମ୍ବର ୨୦ରେ ଦେଇଥିବାର ନିଜର ଆଦେଶକୁ ସ୍ଥଗିତ ରଖିଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଜାନୁଆରୀ ୨୧ରେ ହେବ ଓ ସେପର୍ଯ୍ୟନ୍ତ କୌଣସି ଖଣି କାର୍ଯ୍ୟ ଓ ଖନନ ହେବ ନାହିଁ । ଏ ନେଇ ତଦନ୍ତ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ଏବେକାର ବିଶେଷଜ୍ଞ କମିଟିର ରିପୋର୍ଟକୁ ବିଶ୍ଲେଷଣ କରିବ ଓ ତା’ପରେ ଏହି ଘଟଣା ସହିତ ସମ୍ପୃକ୍ତ ପ୍ରସଙ୍ଗ ଉପରେ କୋର୍ଟଙ୍କୁ ପରାମର୍ଶ ଦେବ । ଏହି ମାମଲାରେ ସୁପ୍ରିମକୋର୍ଟ ଆରବଳୀ ପର୍ବତମାଳା ପରିବ୍ୟପ୍ତ ହୋଇଥିବା ୪ଟି ରାଜ୍ୟ ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଓ ରାଜସ୍ଥାନ ସମେତ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଜବାବ ମାଗିବାକୁ ନୋଟିସ ଜାରି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    11 %
    3.6kmh
    6 %
    Tue
    35 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ