Thursday, March 26, 2026
23.8 C
Odisha

    ଭିଡିଓ ଜାରି କରି ‘ବୁଲେଟ୍‌ ଟ୍ରେନ୍‌’ର ବୈଶିଷ୍ଟ୍ୟ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍‌ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ବୁଲେଟ୍‌ ଟ୍ରେନ୍‌’ କୁହାଯାଇଛି। ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ ଗତି କରିବ ଏବଂ ଯାତ୍ରା ସମୟକୁ ମାତ୍ର ୨ ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି।

    ବୁଲେଟ୍‌ ଟ୍ରେନ୍‌ ମାର୍ଗ ପାଇଁ ୨୪ଟି ନଦୀ ପୋଲ ଓ ୨୮ଟି ଇସ୍ପାତ ସେତୁ ନିର୍ମାଣ କରାଯାଉଛି। ଭିଡିଓରେ ଏହି ପ୍ରୋଜେକ୍ଟକୁ ‘ବିଶ୍ୱସ୍ତରୀୟ ଇଞ୍ଜିନିୟରିଂର ଏକ ଚମତ୍କାର ଏବଂ ଭାରତର ଭବିଷ୍ୟତ’ ବୋଲି ବର୍ଣ୍ଣନା କରାଯାଇଛି। ଭିଡିଓ ସେୟାର କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ‘ଆମେ ସ୍ୱପ୍ନ ନୁହେଁ ବାସ୍ତବତା ବୁଣିଥାଉ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ