Monday, October 5, 2026
24.7 C
Odisha

    କ୍ରମାଗତ ଦ୍ଵିତୀୟ ଥର ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଶ୍ବିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ପୁରୀ: ଓଡ଼ିଶା ଗ୍ରସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। କ୍ରମାଗତ ଦ୍ଵିତୀୟ ଥରପାଇଁ ରାଜ୍ୟସଭା ପ୍ରାର୍ଥୀ ହେବାପରେ ଜଗନ୍ନାଥ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଯାଇଛନ୍ତି। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଆଜି ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି। ଶ୍ରୀ ବୈଷ୍ଣବଙ୍କୁ ସିଂହଦ୍ଵାର ଠାରେ ଦଳ ତରଫରୁ ଜୋରଦାର ସ୍ଵାଗତ କରାଯାଇଥିଲା। ଅଶ୍ୱିନୀଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସିଂହାରୀ ସେବାୟତ। ଦର୍ଶନ ପରେ ପୁରୀରେ ନିର୍ମାଣାଧୀନ ରେଳ ଷ୍ଟେସନର କରିବେ ସମୀକ୍ଷା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ