Saturday, July 27, 2024
24.6 C
Odisha

    ମହାରାଜା କଂସଙ୍କୁ ବଧ କଲେ କୃଷ୍ଣ, ବଳରାମ, ରାଜତନ୍ତ୍ର ଯାଇ ବରଗଡରେ ପୁଣି ଫେରିଲା ଗଣତନ୍ତ୍ର

    ଆଗକୁ ପଢନ୍ତୁ

    କଂଶ ବଧ ସହ ଉଦଯାପିତ ହେଲା ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ, କଂସ ବଧ ହୋଇଥିଲା । ପରେ ଉଗ୍ରସେନଙ୍କ ରାଜ୍ୟାଭିଶେକ ସହ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକ ଶେଷ ହୋଇଛି । ଶେଷ ଦିନରେ କୃଷ୍ଣ, ବଳରାମ ମଥୁରା ଭ୍ରମଣ ସାରି ରାଜ ଦରବାରରେ ପହଂଚିଥିଲେ । ମୁଖ୍ୟ ଦ୍ୱାରରେ ରାସ୍ତା ଅବରୋଧ କରି ଠିଆ ହୋଇଥିବା କୁବଳୟା ହସ୍ତୀ ପ୍ରଥମେ ବଦ୍ଧ କରିଥିଲେ । ପରେ ଅଷ୍ଟମହ୍ଲ ବୀର ଗଣ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରି ନିହତ ହୋଇଥିଲେ । ଏହା ପରେ ରଣାଙ୍ଗନକୁ ଓହ୍ଲାଇଥିଲେ କଂସ । ଶେଷରେ କଂସର ବଦ୍ଧ କରିଥିଲେ କୃଷ୍ଣ, ବଳରାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ