Saturday, July 27, 2024
24.5 C
Odisha

    ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପିତ; ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?

    – ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
    – ପଂଚାୟତରାଜ – ୨୨୫୪୩ କୋଟି
    – ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି
    – ଜଳସମ୍ପଦ – ୧୩୨୬୭ କୋଟି
    – ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି
    – ନିର୍ମାଣ ବିଭାଗ – ୧୦୯୫୦ କୋଟି
    – ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି
    – ଗୃହ ବିଭାଗ – ୮୬୪୧ କୋଟି
    ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି
    ବିଜୁ ପକ୍କାଘର – ୧୦୦ କୋଟି
    ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି
    ବସୁଧା ଯୋଜନା – ୨୦୦୦ କୋଟି
    ଜଳ ଜୀବନ ମିଶନ – ୬୦୦୦ କୋଟି
    ମେଟ୍ରୋ – ୧୦୦୦ କୋଟି
    ରେଳ ପ୍ରକଳ୍ପ – ୭୦୦ କୋଟି
    ରାସ୍ତା ଉନ୍ନତି – ୬୧୯୪ କୋଟି
    ନୂଆ ଓ – ୨୦୦ କୋଟି
    ବିଜୁ ସେତୁ – ୨୦୦ କୋଟି
    ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି
    କ୍ରୀଡା ଭିତିଭୂମି – ୮୫୨ କୋଟି
    ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
    ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
    ଏନଆରଏଲଏମ – ୧୧୬୨ କୋଟି
    ମିଶନ ଶକ୍ତି – ୨୭୬୧ କୋଟି
    ମମତା – ୫୨୧ କୋଟି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ