Friday, September 11, 2026
23.7 C
Odisha

    ଋଣଭୂମି ପାଲଟିଲା ତୁର୍କୀ ସଂସଦ । ପରସ୍ପରକୁ ମାଡମାରି ଲହୁଲୁହାଣ କଲେ ଶାସକ-ବିରୋଧୀ

    ଆଗକୁ ପଢନ୍ତୁ

    ଯୁଦ୍ଧକ୍ଷେତ୍ର ପାଲଟିଲା ସଂସଦ । ଶାସକ ଓ ବିରୋଧୀ ସାଂସଦ ମୁହାଁମୁହିଁ । ଘଟଣା ତୁର୍କୀର । ଜେଲରେ ଥିବା ସାଂସଦଙ୍କୁ ମୁକୁଳାଇବା ଦାବିକୁ ନେଇ ପ୍ରଥମେ କଥାକଟାକଟି ପରେ ପିଟାପିଟି ଘଟଣା ସାମ୍ନାକୁ ଆସିଛି । ପରସ୍ପରକୁ କିଏ ଗୋଇଠା ମାରୁଛି ତ ପୁଣି କିଏ ମୁହଁକୁ ମାଡ ମାରୁଥିବା ଭିଡିଓ ରେ ଦେଖିବାକୁ ମିଳିଛି । ସରକାରରେ ଥିବା ଏକେପିର ଜଣେ ସାଂସଦ ଭାଷଣ ଦେଉଥିବାବେଳେ ବିରୋଧୀ ଆତଙ୍କବାଦୀ କହି ହୋହାଲ୍ଲା କରିଥିଲେ । ପରେ ଏହା ଭୟାନକ ସଂଘର୍ଷର ରୂପ ନେଇଥିଲା ।ଘଟଣାରେ ୧୦ରୁ ଅଧିକ ସାଂସଦ ଆହଂତ ହୋଇଥିବା ସୂଚନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    98 %
    0.9kmh
    98 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ