Wednesday, September 9, 2026
24.4 C
Odisha

    ଡେଣ୍ଟିଷ୍ଟଙ୍କୁ ଠକିଲେ ଦଲାଲ: ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଜଣେ ଡେଣ୍ଟିଷ୍ଟଙ୍କୁ ଦଲାଲ ଠକିଛନ୍ତି। ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଘରଭଡା ଦେଇ ନାହାନ୍ତି କି ନେଇଥିବା ଟଙ୍କା ମଧ୍ୟ ଫେରାଇ ନାହାନ୍ତି। ଇନ୍‌ଫୋସିଟି ଥାନାରେ ଏ ନେଇ ଡେଣ୍ଟିଷ୍ଟ ଅଭିଯୋଗ କରିଛନ୍ତି। ଡେଣ୍ଟିଷ୍ଟ ଜଣକ ହେଉଛନ୍ତି ଜ୍ୟୋତିପ୍ରକାଶ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଦିଲ୍ଲୀରେ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ।
    ଏହା ସହିତ ଘର ଦେଖାଇବା ପାଇଁ ପ୍ରୋସେସିଂ ଫି’ନେଇ ଫୋନ ପେ’ରେ ଟଙ୍କା ଦେଇଥିଲେ। ମାତ୍ରେ ପରେ ଘର ଭଡ଼ା ମିଳି ନ ଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    93 %
    1.5kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ