Thursday, September 10, 2026
27.3 C
Odisha

    ନୂଆଖାଇରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ସିଏମ୍ କିଷାନ୍ ଯୋଜନାର କରିବେ ଶୁଭାରମ୍ଭ, ନୂଆଁଖାଇ ଭେଟଘାଟରେ ଯୋଗ ଦେବେ

    ଆଗକୁ ପଢନ୍ତୁ

    ସମ୍ବଲପୁର: ନୂଆଖାଇ ଅବସରରେ ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜମାଦାରପାଲୀ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ।
    ବେଶ୍ କିଛି ବର୍ଷର ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ ନୂଆଖାଇ ଅବସରରେ ସମ୍ବଲପୁରରେ ପହଞ୍ଚିଥିବା ହେତୁ ପଶ୍ଚିମ ଓଡ଼ିଶାବାସୀ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି। ଏହାଛଡ଼ା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସେଠାରେ ପହଞ୍ଚିଛନ୍ତି।
    ଆଜି ଅପରାହ୍ଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଙ୍ଗାଧର ମେହେର କଲେଜର ଅଡିଟୋରିଅମରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଏହାଛଡ଼ା ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ମା ସମଲେଇଙ୍କ ଦର୍ଶନ ବି କରିବେ ବୋଲି ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ