Wednesday, September 30, 2026
30.2 C
Odisha

    ୬ ସପ୍ତାହ ପରେ ଆଜି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

    ଆଗକୁ ପଢନ୍ତୁ

    ଭୁବନେଶ୍ବର:୬ ସପ୍ତାହ ପରେ ଆଜି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଆଖି ଆଗରେ ରଖି କେବଳ ଅନଲାଇନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଶୁଣେଇବା ପାଇଁ ପଞ୍ଜୀକରଣ କରିଥିବା ୧୦୦୦ ଜଣଙ୍କୁ ହିଁ ଭିତରକୁ ଛଡ଼ାଯାଇଥିବା ଜଣାଯାଇଛି। ଆଜି ସେମାନଙ୍କର ହିଁ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ବ୍ୟତୀତ ଯେଉଁମାନେ ଆସୁଛନ୍ତି ସେମାନେ ଅଣ ପଞ୍ଜିକୃତଙ୍କ ପାଇଁ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜୀକୃତ କରାଇ ସ୍ବୀକୃତି ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    61 %
    3kmh
    54 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ