Sunday, October 4, 2026
24.3 C
Odisha

    ପୂଜା ପାଇଁ ସଜାଗ କମିଶନ୍‌ରେଟ୍ ପୋଲିସ । କେବଳ ମଣ୍ଡପ ନୁହେଁ, ରାସ୍ତାଘାଟ ବି ଜଗିବ

    ଆଗକୁ ପଢନ୍ତୁ

    ପୂଜା ମଣ୍ଡପ ଜଗିବ କମିଶନରେଟ୍ ପୋଲିସ । କେବଳ ମଣ୍ଡପ ନୁହେଁ, ରାସ୍ତାଘାଟ ବି ଜଗିବ । ଆଜିଠାରୁ ପୂଜା ମଣ୍ଡପଗୁଡିକରେ ଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଥିବାରୁ ଆଲର୍ଟ ରହଛି କମିଶନରେଟ୍ ପୋଲିସ । ପୂଜା ପାଇଁ ଡକାଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସବୁ ଥାନାର ଆଇଆଇସି ଯୋଗ ଦେଇଛନ୍ତି । ଏସିପି, ସମସ୍ତ ଅତିରିକ୍ତ ଡିସିପି ଏବଂ ସେଣ୍ଟ୍ରାଲ ଫୋର୍ସ ମଧ୍ୟ ଯୋଗ ଦେଇଛନ୍ତି । ପୂଜାଠାରୁ ଭସାଣି ପର୍ଯ୍ୟନ୍ତ ପୋଲିସ କିଭଳି କାର୍ଯ୍ୟ କରିବ ସେନେଇ ଅତିରିକ୍ତ କମିଶନର ଓ ଡିସିପି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରି ପୋଲିସ ଅଧିକାରୀମାନଙ୍କୁ ଉଚିତ୍ ପରାମର୍ଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ