Friday, March 20, 2026
21.1 C
Odisha

    ପୋଲିସକୁ ୭୨ ଘଣ୍ଟାର ସମୟ ଦେଲା କଂଗ୍ରେସ। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି । ନଚେତ୍ ବିଜେପି ଅଫିସ୍ ଘେରାଉ କରିବାକୁ ଚେତାବନୀ

    ଆଗକୁ ପଢନ୍ତୁ

    ପୋଲିସକୁ ୭୨ ଘଣ୍ଟାର ସମୟ ଦେଲା କଂଗ୍ରେସ। ଗତକାଲିର ଘଟଣାରେ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରିବ କଂଗ୍ରେସ। ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ ସହ ବିଜେପି ପାର୍ଟି ଅଫିସରେ ଜୋର ଜବରଦସ୍ତ ପଶିବୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି। ଗତକାଲିର ଘଟଣାକୁ ନେଇ କଂଗ୍ରେସ ଭବନରେ ବରିଷ୍ଠ ନେତା ମାନେ ଏକାଠି ହୋଇଥିଲେ । ୩ ଦିନ ଭିତରେ ବିଜେପିର ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସବୁ ଏସପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲ କଂଗ୍ରେସ କହିଛି । କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ । ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ