Wednesday, April 15, 2026
25.7 C
Odisha

    ପୋଲିସ-ମହିଳା କଂଗ୍ରେସ ଧସ୍ତାଧସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱରରେ ମହିଳା କଂଗ୍ରେସର ଗର୍ଜନ । ନବୀନ ନିବାସ ଘେରିବା ପାଇଁ ଗଲାବେଳେ ମହିଳା କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଯାହାକୁ ନେଇ ମହିଳା କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଲଗାଇଥିବା ବ୍ୟାରିକେଡ୍ ପ୍ରତିହତ କରି ମହିଳା କର୍ମୀ ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟାଇଛି । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।ସେପଟେ, ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା କହିଛନ୍ତି, ଏଠି ମିଶନ ଶକ୍ତି ଫେଲ ମାରିଛି । ମହିଳାଙ୍କୁ ରାସ୍ତାରେ ଅଟକାଇ ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିସ ପ୍ରଶାସନ ସହାୟତା କରିବା ବଦଳରେ ଆମକୁ ଅଟକାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ