Thursday, August 27, 2026
29.9 C
Odisha

    ଦିଲ୍ଲୀରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ ବର୍ଷ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ହୋଇଛି । ନାବାଳିକାକୁ ହତ୍ୟା କରି କେନାଲରେ ଫୋପାଡି ଦେଇଛି ଅଭିଯୁକ୍ତ ଘର ମାଲିକ। ଅପରାଧୀ ଜଣକ ୫୨ ବର୍ଷ ବୟସ୍କ ହୋଇଥିବା ସୂଚନା ମିଳିଛି।ନାବାଳିକାର ମୃତଦେହକୁ ୬ ଜଣ ବୁଡାଳି ଖୋଜି ବାହାର କରିଛନ୍ତି। ଗତ ଡିସେମ୍ବର ୧୨ ତାରିଖରେ ଦୁର୍ବୃତ୍ତଜଣକ ଏହି ନାବାଳିକାକୁ କାରରେ ବୁଲାଇ ନେବାକୁ କହି ନେଇଯାଇଥିଲା ଏବଂ ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରି ହତ୍ୟା କରିଥିଲା। ମୃତଦେହକୁ ମୁନାକ କେନାଲରେ ଫୋପାଡି ଦେଇଥିଲା। ଅଭିଯୁକ୍ତ ଜଣକ ନାଙ୍ଗଲି ପୁନା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି। ଅଭିଯୋଗ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    73 %
    2.2kmh
    99 %
    Thu
    30 °
    Fri
    28 °
    Sat
    28 °
    Sun
    25 °
    Mon
    23 °

    ସମ୍ବନ୍ଧିତ