Tuesday, September 29, 2026
23.2 C
Odisha

    ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା, କ୍ଷତାକ୍ତ ଅବସ୍ଥାରେ ବିଲରୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    କୋରାପୁଟ ନାରାୟଣପାଟଣା ଥାନା ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ବିଲରେ ମୃତଦେକୁ ପୋତିଦେଲେ ଦୁର୍ବୃତ୍ତ । ମୃତକ ହେଲେ ଶିଙ୍ଗୁରୁ ତାଡିଙ୍ଗି । ରାତିରେ ବିଲକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ସକାଳ ଯାଏ ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ତେବେ ବିଲରେ ଏକ ଗାତରୁ ତାଙ୍କର କ୍ଷତବିକ୍ଷତ ଅବସ୍ଥାରେ ମୃତହେଦ ମିିଳିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀପୁର ଏସଡିପିଓ, ନାରାୟଣପାଟଣା ପୋଲିସ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ