Sunday, February 23, 2025
32.3 C
Odisha

    Facebook ଏବଂ Instagramରୁ ଏପରି କରନ୍ତୁ ରୋଜଗାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବିଜନେସ କରିବା ପାଇଁ ଆପଣ ଟଙ୍କା ଖର୍ଚ୍ଚ କରି ଅଧିକ ସୁବିଧାମାନ ହାସଲ କରିପାରିବେ । ମେଟା ପ୍ଲାଟଫର୍ମସ ଭାରତର ବ୍ୟବସାୟୀଙ୍କୁ ସପୋର୍ଟ କରିବା ପାଇଁ ସବସ୍କ୍ରିପସନ ପ୍ଲାନ ଲଞ୍ଚ କରିଛି । ବିଜନେସ ପାଇଁ ମେଟା ଭେରିଫାଏଡ ପ୍ଲାନ ମାସିକ ୬୩୯ ଟଙ୍କାରୁ ଆରମ୍ଭ ହୋଇ ୨୧ ହଜାର ପର୍ଯ୍ୟନ୍ତ ରହିଛି । କମ୍ପାନୀ ଅନୁସାରେ, ଏହି ପ୍ଲାନରେ ରିହାତି ମଧ୍ୟ ଦିଆଯାଉଛି । ଏହି ପ୍ଲାନ ଆପନଙ୍କ ବିଜନେସକୁ ଆଗକୁ ବଢାଇବାରେ ଅଧିକ କାମ ଆସିପାରେ ।କମ୍ପାନୀ ଗତ ବର୍ଷ ବିଜନେସ ପାଇଁ ମେଟା ଭେରିଫାଏଡର ଆରମ୍ଭ କରିଥିଲା । ଏହି ପାୟଲଟ ଜରିଆରେ କମ୍ପାନୀ ଜାଣିବାକୁ ଚାହୁଁଛି ଯେ, ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଲୋକେ କିପରି ନିଜ ବିଜନେସ ବଢାଇପାରିବ । ୨୦୨୪ ମସିହାର ଆରମ୍ଭରେ ୪ ସବସ୍କ୍ରିପସନ ପ୍ଲାନ  ଘୋଷଣା କରିଥିଲା । ବର୍ତ୍ତମାନ ଏହି ମେଟା ଭେରିଫାଏଡ ପ୍ଲାନ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏହି ନୂଆ ପ୍ଲାନରେ ଆପଣଙ୍କୁ ଫେସବୁକ ଏବଂ ଇନଷ୍ଟାଗ୍ରାମର ଆକାଉଣ୍ଟ ସପୋର୍ଟ ସମେତ ବିଜନେସର ନୂଆ ଅବସର ମଧ୍ୟ ଉପଲବ୍ଧି କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    2.4kmh
    0 %
    Sun
    31 °
    Mon
    34 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ