Saturday, May 30, 2026
30.1 C
Odisha

    କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କଲା କୃଷକ ମୋର୍ଚ୍ଚା

    ଆଗକୁ ପଢନ୍ତୁ

    କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ କରିିଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାର ନୂଆ ଫର୍ମୁଲା ଆଧାରରେ ଏମଏସପି ଦେବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଚାଷୀ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହାକୁ ସ୍ୱୀକାର କରିବାକୁ ସିଧା ସିଧା ମନା କରିଦେଇଛି । କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମକ୍କା, କପା, ମୁସର ସମେତ ୫ଟି ଫସଲ ଉପରେ ଏ୨+ଏଫଏଲ+୫୦% ଆଧାରରେ ଫସଲ କିଣିବାକୁ ପ୍ରସ୍ତାବ ରଖିଥିଲା । ହେଲେ କୃଷକ ମୋର୍ଚ୍ଚା ତରଫରୁ କିନ୍ତୁ ସି୨+୫୦% ଫର୍ମୁଲାରେ ଏମଏମସପି ଗ୍ୟାରେଣ୍ଟି ଦାବି କରାଯାଇଛି । କିଷାନ ମୋର୍ଚ୍ଚାର କହିବା କଥା ହେଲା, ବିଜେପି ୨୦୧୪ ମସିହାରେ ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ଏବେ ମନା କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ