Monday, June 8, 2026
29.2 C
Odisha

    ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ

    ଆଗକୁ ପଢନ୍ତୁ

    ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆଜି ବସୁଛି ପ୍ରଥମ ସମନ୍ୱୟ କମିଟି ବୈଠକ । ଦିନ ୧୧ଟାରେ ପୁରୀ ପୌରସଦନରେ ଏହି ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ରାଞ୍ଚଳ ଆରଡିସି ଏହାର ଅଧ୍ୟକ୍ଷତା କରିବେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହିବେ । ରଥଯାତ୍ରା ପ୍ରସ୍ତୁତି ସହ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ, କପଡ଼ା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ନେଇ ସମୀକ୍ଷା କରାଯିବ । ପ୍ରଥମ ସମନ୍ୱୟ ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବେଳେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ଓ ତୃତୀୟ ତଥା ଚୂଡାନ୍ତ ସମନ୍ୱ୍ରୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    56 %
    1kmh
    100 %
    Mon
    41 °
    Tue
    38 °
    Wed
    43 °
    Thu
    43 °
    Fri
    39 °

    ସମ୍ବନ୍ଧିତ