Thursday, September 10, 2026
24.5 C
Odisha

    ବାଇକ ସହ ପାଣିରେ ଖସିପଡ଼ି ଚାଲିଗଲା ମାଛ ବିକାଳିଙ୍କ ଜୀବନ

    ଆଗକୁ ପଢନ୍ତୁ

    ସୋର: ମାଛ ବିକିବାକୁ ଯାଇଥିଲେ, ଶବ ହୋଇ ଫେରିଲେ। କ୍ଷୀରକୋଣା ବଜାରକୁ ମାଛ ବିକିବାକୁ ଯାଇଥିବା ବେଳେ ଖୀରକୋଣା କେନାଲ ବନ୍ଧରେ ଭାରସାମ୍ୟ ହରାଇ ବାଇକ ସହ ପାଣିକୁ ଖସିପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ବାଳଙ୍ଗ ଗ୍ରାମର ରତ୍ନାକର ମଳିକ(୫୫)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ