Sunday, October 4, 2026
22.7 C
Odisha

    ଆରମ୍ଭ ହେବାକୁ ଯାଉଛି ଦୀପାବଳି ସେଲ୍‌: ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଫ୍ଲିପ୍‌କାର୍ଟର ଦୀପାବଳି ସେଲ୍‌ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଇ-କମର୍ସ ପ୍ଲାଟ୍‌ଫର୍ମରେ ଏହି ସେଲ୍‌ର ମାଇକ୍ରୋସାଇଟ୍‌ ଲାଇଭ୍‌ କରି ଦିଆଯାଇଛି। କମ୍ପାନି ସେଲର ତାରିଖ ବି ଘୋଷଣା କରିସାରିଛି।

    ଏହି ସେଲ୍‌ରେ ସ୍କାର୍ଟଫୋନ୍‌ରୁ ନେଇ ଅନ୍ୟ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ମିଳିବ। ଫ୍ଲିପ୍‌କାର୍ଟର ବିଗ୍ ଦିୱାଲୀ ସେଲ୍‌ର ଆରମ୍ଭ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

    ଏସ୍‌ବିଆଇ କାର୍ଡ ବ୍ୟବହାର କଲେ ଅଉ ୧୦ ପ୍ରତିଶତ ରିହାତି ମଳିବ। ସେଲ୍‌ରେ ଆଇଫୋନ୍‌, ସାମ୍‌ସଙ୍ଗ୍‌, ଭିଭୋ ଏବଂ ଭିନ୍ନ ବ୍ରାଣ୍ଡ୍‌ର ଫୋନ୍‌ ଉପରେ ଆକର୍ଷଣୀୟ ଅଫର୍‌ ମିଳିଯିବ। ତେବେ କମ୍ପାନି ଏପର୍ଯ୍ୟନ୍ତ ଅଫର୍‌କୁ ନେଇ କୌଣସି ଖୁଲାସା କରିନାହିଁ।

    ଫେସନ୍‌ ସାମଗ୍ରୀ ଉପରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ଘର ଓ ରୋଷେଇଘରର ଆବଶ୍ୟକୀୟ ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଳିବ।

    ଯଦି ଆପଣ ସ୍ମାର୍ଟଫୋନ୍‌ ଓ ଗ୍ୟାଜେଟ୍‌ କିଣିବାକୁ ଚାହୁଁଛନ୍ତି ତ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏହି ଶ୍ରେଣୀରେ ଆପଣ କ୍ୟାମେରା, ସ୍ମାର୍ଟୱାଚ୍‌, ଚାର୍ଜର ଆଦି କିଣାଯାଇପାରିବ।

    ଏହି ସେଲ୍‌ରେ ଆପଣ ସ୍ମାର୍ଟଟିଭି, ୱାସିଂ‌ ମେସିନ୍‌, ଏସି ଏବଂ ରେଫ୍ରିଜ୍‌ରେଟର୍‌ ଆଦିକୁ ବି ଶସ୍ତାରେ କିଣାଯାଇପାରିବ। ସେଲରେ ଏହି ସବୁ ସାମଗ୍ରୀ ଉପ‌ରେ ବମ୍ପର ଡିସ୍‌କାଉଣ୍ଟ୍‌ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ