Saturday, January 10, 2026
11.7 C
Odisha

    ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ

    ଆଗକୁ ପଢନ୍ତୁ

    ଦିନକ ପରେ ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ। ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହେବ । ଏଥିପାଇଁ ଆଜି ଫୁଲ ଡ୍ରେସ ରେହରସଲ ହେଉଛି । ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଉଛନ୍ତି । ପୋଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେଇଛନ୍ତି ।ବିଏମସି ପାଳନ କରୁଛି ହର ଘର ତ୍ରିରଙ୍ଗା ଅଭିଯାନ । ୧ କିଲୋମିଟର ଲମ୍ବର ତ୍ରିରଙ୍ଗା ପତାକା ଧରି ଚାଲିଛନ୍ତି ମହିଳା ଓ ଛାତ୍ରଛାତ୍ରୀ । ମାଷ୍ଟରକ୍ୟାଣ୍ଟନ ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବିଏମସି ଅଫିସରେ ପହଞ୍ଚିଛନ୍ତି ସ୍କୁଲ ଓ କଲେଜ ପିଲା । କୁନି କୁନି ପିଲା ମାନେ ମହାତ୍ମାଗାନ୍ଧୀ, ନେତାଜୀ ସୁବାସ ବୋଷ, ରାଣୀ ଲକ୍ଷ୍ମୀବାଇଙ୍କ ଭଳି ମହାପୁରୁଷଙ୍କ ବେଶରେ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.7 ° C
    11.7 °
    11.7 °
    27 %
    1.3kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    27 °

    ସମ୍ବନ୍ଧିତ