Thursday, October 1, 2026
28.5 C
Odisha

    ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ବିଧାୟକମାନଙ୍କୁ ଗୋଟିଏ ଗୋଟିଏ ଗୋ ଶାଳା ନିର୍ମାଣ କରିବାକୁ ନିବେଦନ କରଛନ୍ତି। ସେ କହିଛନ୍ତି, ସବୁ ବିଧାୟକ କରନ୍ତୁ, ୯୦% ସବସିଡି ଦିଆଯିବ। ଗାଈ ପାଇଁ ଦିନକୁ ୫୪ ଟଙ୍କା ଦିଆଯିବ। ଚଳିତ ବର୍ଷ ୨୦୦ ଗୋ ଶଳା ନିର୍ମାଣ ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର। ସବୁ ବିଧାୟକ ନିଜ ଅଞ୍ଚଳରେ ଗୋଟିଏ ଗୋ ଶାଳା କରନ୍ତୁ, ସରକାର ସବୁ ସୁବିଧା ଯୋଗାଇ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ