Saturday, February 28, 2026
33.9 C
Odisha

    ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର

    ଆଗକୁ ପଢନ୍ତୁ

    ରାଉରକେଲା: ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର l ମୃତ୍ୟୁର କାରଣ ଅସ୍ପଷ୍ଟ l ମୃତକ ହେଲେ ଡାକ୍ତର ସନ୍ତୋଷ ହୁଗାର (୩୦)। ଘଟଣାସ୍ଥଳରେ ସେକ୍ଟର ୩ ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ସେ ଏନଆଇଟିରେ ମେଡିକାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର କର୍ଣ୍ଣାଟକରେ ବୋଲି ପୁଲିସ କହିଛି l ଫ୍ୟାନରେ ତାଙ୍କ ଶବ ଝୁଲୁଥିବା ଦେଖି ପାଖ ପଡୋଶୀ ଏନଆଇଟି ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ପୁଲିସଠୁ ସୂଚନା ପାଇ ପରିବାର ରାଉରକେଲା ଆସୁଛନ୍ତି l ସେମାନେ ପହଁଚିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    15 %
    3.6kmh
    8 %
    Sat
    33 °
    Sun
    37 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ