Sunday, June 1, 2025
27.3 C
Odisha

ଏହି ସବୁ ରୋଗ ପାଇଁ ରାମବାଣ ଆଖୁରସ !

ଆଗକୁ ପଢନ୍ତୁ

ଆମ ସ୍ୱାସ୍ଥ୍ୟ ପାଇଁ ଆଖୁରସ ଅତ୍ୟନ୍ତ ଆବଶ୍ୟକ । ଖାସ୍ କରି ଖରା ଦିନ ପାଇଁ । ଏହା ସହ ଆମ ଦେହକୁ ଫ୍ରେସ୍ ମଧ୍ୟ ରଖିଥାଏ । ଆଖୁରସକୁ ସିଜିନ୍ ଅନୁସାରେ ଲୋକ ମାନେ ପସନ୍ଦ କରିଥାନ୍ତି । ଖରା ଦିନ ପାଇଁ ଆଖୁରସ ଦେହର ଜଳୀୟ ଅଂଶ ବଢାଇଥାଏ । ଆଖୁରସରେ ଅନେକ ପୋସକ ଜାତୀୟ ଭିଟାମିନସ୍ ରହିଥାଏ । ଏହି ଭିଟାମିନସ୍ ଆମ ଦେହକୁ ଶକ୍ତି ଯୋଗାଇ ଏନରଜେଟିକ୍ କରିଥାଏ ।ଆଖୁରସରେ ମ୍ଯାଗନେସିୟମ, କ୍ଯାଲସିୟମ୍, ଫସଫରସ୍, ଆଇରନ୍ ଓ ପୋଟାସିୟମ୍ ଭରି ରହିଥାଏ । ଖରା ଦିନରେ ଏହା ପିଇବା ଦ୍ବାରା ଦେହରେ ରକ୍ତ ସଂଚାରଣ ଠିକ୍ ଭାବେ ହୋଇଥାଏ । ଏହା ସହ ହାଡ ମଧ୍ୟ ମଜଭୁତ ରହିଥାଏ । ଆସନ୍ତୁ ଜାଣିବା ଆମ ଦେହ ପାଇଁ କ’ଣ ଫାଇଦା ।

 

  • ଯଦି ଆପଣ ମଧୁମେହ ରୋଗି ତେବେ ନିୟମିତ ଆଖୁ ରସ ପିଇବା ଆରମ୍ଭ କରନ୍ତୁ । ଏହି ରୋଗ ପାଇଁ ଆଖୁରସ ଅତ୍ଯନ୍ତ ଆବଶ୍ଯକ । ଆଖୁ ରସରେ ପ୍ରାକୃତିକ ମିଠା ରହିଥିବାରୁ ଏହା ମଧୁମେହ ରୋଗିଙ୍କ ପାଇଁ ହିତକାରକ ।
  • କ୍ଯାନସର୍ ରୋଗିଙ୍କ ପାଇଁ ମଧ୍ୟ ଉପକାରି । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।
  • ଯଦି ଆପଣ ହଦୟ ଜନିତ ରୋଗରେ ପୀଡିତ ତେବେ ଆଖୁରସ ପିଇବା ଆରମ୍ଭ କରନ୍ତୁ । ଏହା କୋଲେଷ୍ଟର୍ କମ୍ କରାଇଥାଏ ।
  • ତ୍ବଚା ପାଇଁ ମଧ୍ୟ ଆଖୁରସ ପିଇବା ଆବଶ୍ଯକ । ଏହା ଦ୍ବାରା କୁଚଂନ ସମସ୍ଯା ଦେଖାଦେଇନଥାଏ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
27.3 ° C
27.3 °
27.3 °
74 %
1.2kmh
100 %
Sun
37 °
Mon
40 °
Tue
38 °
Wed
40 °
Thu
40 °

ସମ୍ବନ୍ଧିତ