Thursday, December 26, 2024
18.1 C
Odisha

    ଏହି ସବୁ ରୋଗ ପାଇଁ ରାମବାଣ ଆଖୁରସ !

    ଆଗକୁ ପଢନ୍ତୁ

    ଆମ ସ୍ୱାସ୍ଥ୍ୟ ପାଇଁ ଆଖୁରସ ଅତ୍ୟନ୍ତ ଆବଶ୍ୟକ । ଖାସ୍ କରି ଖରା ଦିନ ପାଇଁ । ଏହା ସହ ଆମ ଦେହକୁ ଫ୍ରେସ୍ ମଧ୍ୟ ରଖିଥାଏ । ଆଖୁରସକୁ ସିଜିନ୍ ଅନୁସାରେ ଲୋକ ମାନେ ପସନ୍ଦ କରିଥାନ୍ତି । ଖରା ଦିନ ପାଇଁ ଆଖୁରସ ଦେହର ଜଳୀୟ ଅଂଶ ବଢାଇଥାଏ । ଆଖୁରସରେ ଅନେକ ପୋସକ ଜାତୀୟ ଭିଟାମିନସ୍ ରହିଥାଏ । ଏହି ଭିଟାମିନସ୍ ଆମ ଦେହକୁ ଶକ୍ତି ଯୋଗାଇ ଏନରଜେଟିକ୍ କରିଥାଏ ।ଆଖୁରସରେ ମ୍ଯାଗନେସିୟମ, କ୍ଯାଲସିୟମ୍, ଫସଫରସ୍, ଆଇରନ୍ ଓ ପୋଟାସିୟମ୍ ଭରି ରହିଥାଏ । ଖରା ଦିନରେ ଏହା ପିଇବା ଦ୍ବାରା ଦେହରେ ରକ୍ତ ସଂଚାରଣ ଠିକ୍ ଭାବେ ହୋଇଥାଏ । ଏହା ସହ ହାଡ ମଧ୍ୟ ମଜଭୁତ ରହିଥାଏ । ଆସନ୍ତୁ ଜାଣିବା ଆମ ଦେହ ପାଇଁ କ’ଣ ଫାଇଦା ।

     

    • ଯଦି ଆପଣ ମଧୁମେହ ରୋଗି ତେବେ ନିୟମିତ ଆଖୁ ରସ ପିଇବା ଆରମ୍ଭ କରନ୍ତୁ । ଏହି ରୋଗ ପାଇଁ ଆଖୁରସ ଅତ୍ଯନ୍ତ ଆବଶ୍ଯକ । ଆଖୁ ରସରେ ପ୍ରାକୃତିକ ମିଠା ରହିଥିବାରୁ ଏହା ମଧୁମେହ ରୋଗିଙ୍କ ପାଇଁ ହିତକାରକ ।
    • କ୍ଯାନସର୍ ରୋଗିଙ୍କ ପାଇଁ ମଧ୍ୟ ଉପକାରି । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।
    • ଯଦି ଆପଣ ହଦୟ ଜନିତ ରୋଗରେ ପୀଡିତ ତେବେ ଆଖୁରସ ପିଇବା ଆରମ୍ଭ କରନ୍ତୁ । ଏହା କୋଲେଷ୍ଟର୍ କମ୍ କରାଇଥାଏ ।
    • ତ୍ବଚା ପାଇଁ ମଧ୍ୟ ଆଖୁରସ ପିଇବା ଆବଶ୍ଯକ । ଏହା ଦ୍ବାରା କୁଚଂନ ସମସ୍ଯା ଦେଖାଦେଇନଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ