Wednesday, October 7, 2026
27.2 C
Odisha

    ‘HMPV ରୋଗର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ’: ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କରୋନା ମହାମାରୀ ପରେ ବର୍ତ୍ତମାନ ଚୀନରେ ବ୍ୟାପିଥିବା ଏଚଏମପିଭି ଭାଇରାସ ଲୋକଙ୍କୁ ଭୟଭୀତ କରୁଛି। ଚୀନ ପରେ ଭାରତକୁ ମଧ୍ୟ ଏହି ଭାଇରସ ସଂକ୍ରମିତ ହୋଇଛି। ତେବେ ଏନେଇ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ବିବୃତ୍ତି ସାମ୍ନାକୁ ଆସିଛି।

    ସେ କହିଛନ୍ତି, ‘ଏଚଏମପିଭି ନେଇ ଏଯାଏଁ ଆସିନି ମାର୍ଗଦର୍ଶିକା। କେନ୍ଦ୍ର ଓ ଏସିଡିସି ବୈଷୟିକ ପରାମର୍ଶଦାତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ମାର୍ଗଦର୍ଶିକା ଆସିଲେ ପାଳନ କରାଯିବ। ଏ ରୋଗର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ। ନିମୋନିଆ ପରି ଏଚଏମପିଭିର ଚିକିତ୍ସା ହେବ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ