Monday, September 28, 2026
29.4 C
Odisha

    ପୁଣି ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠିଛି।
    ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଏପ୍ରସଙ୍ଗରେ ଲୋକଙ୍କର ଯେଉଁ ସନ୍ଦେହ ରହିଛି, ତାର ଦୂର କରାଯିବା ଦରକାର। ଏଥିଲାଗି ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବେ ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ