Saturday, March 28, 2026
31.6 C
Odisha

    ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଲା: ବିଦାହେଲେ ଅଙ୍ଗନବାଡି କର୍ମୀ

    ଆଗକୁ ପଢନ୍ତୁ

    କୁଆରମୁଣ୍ଡା: ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି। ଏହାସହ ତାଙ୍କ ବିରୋଧରେ ଗୁରୁବାର ବୀରମିତ୍ରପୁର ଥାନାରେ କୁଆରମୁଣ୍ଡା ସିଡିପିଓ ତପସ୍ଵିନୀ ବେସନ ଏକ ମାମଲା ରୁଜୁ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି।

    ଏନେଇ ଏକ ମାମଲା ରୁଜୁ କରି କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଥାଉକି, ଚାକିରି କରିବାର ୧୦ ମାସ ପରେ ବାହାମନୀଙ୍କ ଯୁକ୍ତ ୨ ସାର୍ଟିଫିକେଟ୍‌ ଜାଲ୍‌ ଥିବା ବିଷୟ କିଭଳି ଜଣା ପଡ଼ିଲା

    ସେନେଇ କୁଆରମୁଣ୍ଡା ସିଡିପିଇଓ ବେସନଙ୍କୁ ପଚରାଯିବାରୁ, ‘ମୁଁ ସେତେବେଳେ ଏଠାରେ ନ ଥିଲି ଓ ଉପଜିଲ୍ଲାପାଳଙ୍କ ନିର୍ଦେଶମତେ ମୁଁ ଏହି ଅଭିଯୋଗ ଥାନାରେ ଦେଇଛି’ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.6 ° C
    31.6 °
    31.6 °
    21 %
    1.9kmh
    61 %
    Sat
    33 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ