Tuesday, September 1, 2026
27.9 C
Odisha

    ମଶାତେଲ-ବ୍ଲିଚିଙ୍ଗ ପାଉଡର କିଣା ଦୁର୍ନୀତି: ୩ପୌର କର୍ମଚାରୀ ଅଟକ

    ଆଗକୁ ପଢନ୍ତୁ

    ଝାରସୁଗୁଡା ପୌର କର୍ମଚାରୀଙ୍କୁ ଭିଜିଲାନ୍ସ ପକ୍ଷରୁ ଘନଘନ ଜେରା କରାଯାଇଛି । କୋଭିଡ ସମୟରେ ମଶା ତେଲ ଓ ବ୍ଲିଚିଙ୍ଗ ପାଉଡର  କିଣାର ତଦନ୍ତ ରାଉରକେଲା  ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ରାଉରକେଲା ଭିଜିଲାନ୍ସ ଏସ୍‌ପି ନରହରି ନାଏକଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି।ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ କରାଯାଉଛି। ସୁନ୍ଦରଗଡ ଭିଜିଲାନ୍ସ ଅଫିସରେ ୩ କର୍ମଚାରୀଙ୍କୁ ଜେରା ଚାଲିଛି। ପ୍ରତି ମାସରେ ମଶାତେଲ ୭୭ ଟଙ୍କା ବଦଳରେ  ଲିଟର ପିଛା ଅଧିକ  ୭୪୦ ଟଙ୍କାର ୭ ହଜାର ୫ ଶହ ଲିଟର କିଣିଥିଲା ପୌର ପରିଷଦ। ଏହା ସହ ବ୍ଲିଚିଙ୍ଗ ପାଉଡର କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    78 %
    4.5kmh
    96 %
    Tue
    28 °
    Wed
    29 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ